ଚମକେ ସାରା ଆକାଶ ତାରା ଵି ଚମକେ ରାକ୍ଷୀ ଅତୁଟ ବନ୍ଧନ ଆଲୋକିତ ଚମକେ ଦିବ୍ୟ ପ୍ରକାଶ ଯିଏଗାଧେଇଛି କରିପାରନ୍ତି କହିଦେଲେ କଥା ସରେ ମଂଜୁର କିଛି ଵି ନ କୁହ ପଛେ ବନ୍ଧୁ ପରା ସିଏ ଦୃଢ ବିଶ୍ୱାସ ସମୟ ଥକେନି ହରେଇ ପାରେନି ସ୍ବର୍ଗୀୟ ସମ୍ବନ୍ଧ ସିଏ ରାସ୍ତା ଵି ଅଦମ୍ୟ ଇଚ୍ଛାଶକ୍ତି କେବେ ରୋକେନି ସୁରକ୍ଷାର ସୂତା ଅସ୍ତ୍ର

Odia ସଖା ଵି ସିଏ Quotes

କୌଣସି ବିଷୟ ନାହିଁ